ନେତାଜୀ ଙ୍କ ୧୨୯ ତମ ଜନ୍ମବାର୍ଷିକୀ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ |

42

କଟକ (ଉତ୍କଳ ନ୍ୟୁଜ ) ୨୩-୦୧-୨୦୨୬ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ ତମ ଜନ୍ମ ବାର୍ଷିକୀ ଅବସରରେ ଶୁକ୍ରବାର ସ୍ମାରକୀ ପ୍ରେକ୍ଷାଳୟ ଠାରେ ପରାକ୍ରମ ଦିବସ ୨୦୨୬ ରେ ସୁରମନ୍ଦିର ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁବାଷ ସଂଗୀତା ପରିବେଷଣ କରିଥିଲେ। କଟକ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଗୁଡିକ ମଧ୍ୟରୁ ସୁରମନ୍ଦିର ନିଆରା।ଆଜି

କଟକ ସହରରେ ନୁହେଁ ଦେଶ ବିଦେଶରେ ଅନେକ କାର୍ଯ୍ୟକ୍ରମରେ ମୁଖ୍ୟ କେନ୍ଦ୍ର ବିନ୍ଦୁ ସାଉଁଟି ପାରିଛି।ନିଖୁଣ ନୃତ୍ୟ ଶିଳ୍ପୀ ମାନଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କୁ ପରିବେଷଣ କରାଯାଇଥିଲା |