କଳାହାଣ୍ଡି ଡେପୁଟି କଲେକଟର ନିଲମ୍ବିତ |

354

କଟକ (ଉତ୍କଳ ନିଉଜ଼) କଳାହାଣ୍ଡି ଜିଲ୍ଲାର ଡେପୁଟି କଲେକ୍ଟର ଅନିଶା ଦାସଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର। ଏହା ପୂର୍ବ ରୁ ସେ ବେତନଟି ତହସିଲଦାର ଭାବେ ନିଯୁକ୍ତ ଥିଲେ। ରାଜସ୍ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସମ୍ପର୍କରେ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ତହସିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ଅନିଶା ଦାସ ମୋରମ ବୋଝେଇ ଟ୍ରକକୁ ବିନା ଫାଇନରେ ଥାନାରୁ ଛାଡି ଦେବା ପାଇଁ ବାଲିମାଫିଆଙ୍କ ସହିତ ଡିଲ ଚାଲିଥିବା ନେଇ ଅଭିଯୋଗ ହୋଇଥୁଲା।