ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ଗ୍ୟାସ କଳାବଜାରୀ , ୨୨ ଟି ଖୋଲା ସିଲିଣ୍ଡର ସହ ୩ ଟି ଭର୍ତ୍ତି ସିଲାଣ୍ଡର ଜବତ |

47

କଟକ ( ଉତ୍କଳ ନ୍ୟୁଜ ) ୨୬-୦୩-୨୦୨୬ : ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ନିଶ୍ଚିନ୍ତ କୋଇଲି ଅଞ୍ଚଳରେ କଳାବଜାରୀ ସଂବନ୍ଧରେ ସୂଚନା ପାଇ ସେଠାରେ ଛାନବିନ କରି ତଦାରଖ କରିବା ପରେ ରବୀନ୍ଦ୍ରନାଥ ସେଠୀ ନାମକ ଜଣକ ଘରୁ ଖାଲିଥିବା ୩ଗୋଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଥିବାବେଳେ ସେହି ଅଞ୍ଚଳର ଅଞ୍ଜନ କୁମାର ସରନ ଘରୁ ୨୨ଟି ଖାଲି ସିଲିଣ୍ଡର ଜବତ ହୋଇଥିବାର ଜିଲ୍ଲା ଯୋଗାଣ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି।