କ୍ୟାନସର ରୁ ଜିତିଲେ ସୁପର ଷ୍ଟାର ସଞ୍ଜୟ ଦତ୍ତ

271

କଟକ (ଉତ୍କଳ ନ୍ୟୁଜ) ବଲିଉଡ ଅଭିନେତା ସଞ୍ଜୟ ଦତ୍ତ କ୍ୟାନସର କବଳରୁ ରକ୍ଷା ପାଇଲେ | ଏହା ତାଙ୍କ ପ୍ରସଂଶଙ୍କ ପାଇଁ ଖୁସିର ଖବର | ତାଙ୍କର ଏହି ଲଢେଇ ରେ ତାଙ୍କୁ ସାଥ ଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଞ୍ଜୟ | ସଞ୍ଜୟ ସୋସିଆଲ ମିଡ଼ିଆ ରେ ଲେଖିଛନ୍ତି , ଗତ କିଛି ସପ୍ତାହ ତଳେ ମୋର ଏବଂ ମୋ ପରିବାର ପାଇଁ ବହୁତ କଷ୍ଟକର ଥିଲା | ହେଲେ ଭଗବାନ ଙ୍କ ପାଇଁ ଆଜି ମୁଁ କ୍ୟାନସର ଭଳି ରୋଗ ରୁ ମୁକ୍ତି ପାଇଛି | ସେଥିପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ |