କଟକ (ଉତ୍କଳ ନ୍ୟୁଜ ) ୧୧୧୭-୦୨-୨୦୨୫ : ପାରିବାରିକ କଳହ ର କରୁଣ ପରିଣତି l ବାପା ପୁଅ ଗଣ୍ଡଗୋଳ ବେଳେ ବାପା ମୃତ l ଗଞ୍ଜାମ ଜିଲ୍ଲା ପୋଲସରା ଥାନା କଳମ୍ବ ରୂଖାକଣା ଗ୍ରାମରେ ଘଟିଛି ହତ୍ୟାକାଣ୍ଡ l ମୃତ କ କୋକ ବେହେରା ହୋଇଥିବା ବେଳେ କୌଣସି କାରଣକୁ ନେଇ କୋକ ଓ ତାଙ୍କ ପୁଅ ଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା l ଗଣ୍ଡଗୋଳ ସମୟରେ କୋକ ଙ୍କ ମୁଣ୍ଡରେ ପୁଅ ସିଲେଇ ମେସିନ ପୁଅ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି l କୋକ ଙ୍କ ମୃତଦେହ ଘରେ ପଡି ରହିଥିବା ବେଳେ ପୋଲସରା ପୋଲିସ ଗ୍ରାମରେ ପହଞ୍ଚି ପୁଅ କୁ ଅଟକ ରଖିଛି l ତେବେ ଗଣ୍ଡଗୋଳ ସମୟରେ ଅସାବଧାନତା ବଶତଃ ଶଶୁର ଙ୍କ ଗୋଡ଼ରେ ସିଲେଇମେସିନ ପଡି କୋକ ଙ୍କ ମୃତ୍ୟୁ କହିଛନ୍ତି ମୃତକ ଙ୍କ ବୋହୁ l ଗଞ୍ଜାମରୁ ଭଗବାନ ପାଢ଼ୀ ଙ୍କ ରିପୋଟ ଉତ୍କଳ ନ୍ୟୁଜ |