କଟକ (ଉତ୍କଳ ନ୍ୟୁଜ ) ୪-୦୩-୨୦୨୫ : କେନ୍ଦୁଝର ବିଜେଡି ନେତା ରାଜା ଚକ୍ରଙ୍କୁ ମାରାଥନ୍ ଜେରା | ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ୧୧ ଘଣ୍ଟାର ମାରାଥନ୍ ଜେରା EOW କାର୍ଯ୍ୟାଳୟରେ ରାଜା ଚକ୍ରଙ୍କୁ ୧୧ ଘଣ୍ଟାର ମାରାଥନ୍ ଜେରା |୧୧ ଘଣ୍ଟାର ମାରାଥନ୍ ଜେରା ପରେ EOW କାର୍ଯ୍ୟାଳୟରୁ ବାହାରିଲେ ରାଜା |