ଭିଜିଲାନ୍ସ କରିବ ସୁନ୍ଦରଗଡ଼ ଖଣି ଦୁର୍ନୀତି ର ତଦନ୍ତ |

71

କଟକ (ଉତ୍କଳ ନ୍ୟୁଜ) ୨୪.୫.୨୦୨୫ : ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଓ କୋଇଡା ତହସିଲ ଅଂଚଳରେ ହୋଇଥିବା ବେଆଇନ ଖଣି ଉତ୍ତୋଳନ ଓ ଚୋରା କାରବାରର ଭିଜିଲାନ୍ସ ତଦନ୍ତ ହେବ | ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତ ଦଳ (ଏସଆଇଟି) ଗଠନ କରାଯାଇଛି |