ବିଜେପି ମୁଖପାତ୍ର ତଥା ସାଂସଦ ସମ୍ବିତ ପାତ୍ର ହେଲେ ପ୍ରେସ୍‌ କାଉନସିଲ ସଦସ୍ୟ |

170

କଟକ (ଉତ୍କଳ ନ୍ୟୁଜ ) ୨୮-୦୫-୨୦୨୫ : ବିଜେପି ମୁଖପାତ୍ର ତଥା ସାଂସଦ ସମ୍ବିତ ପାତ୍ର ହେଲେ ପ୍ରେସ୍‌ କାଉନସିଲ ସଦସ୍ୟ | ପ୍ରେସ୍‌ କାଉନସିଲ ଅଫ୍‌ ଇଣ୍ଡିଆର ୩ ଜଣିଆ ସଦସ୍ୟଙ୍କୁ ନିଯୁକ୍ତି | ୩ ସାଂସଦଙ୍କୁ ନିଯୁକ୍ତି ଦେଲେ ଲୋକସଭା ବାଚସ୍ପତି | ୩ ଜଣିଆ ସଦସ୍ୟରେ ରହିଛନ୍ତି ସାଂସଦ ସମ୍ବିତ ପାତ୍ର . ନରେଶ ଗଣପତ୍‌ ମାସ୍‌କେ, କାଳୀ ଚରଣ ମୁଣ୍ଡା ସଦସ୍ୟରେ ରହିଛନ୍ତି |