ସାକ୍ଷୀଗୋପାଳଠାରେ କୃଷି ବିଜ୍ଞାନ କେନ୍ଦ୍ରର ଉଦଘାଟନ |

70

କଟକ (ଉତ୍କଳ ନ୍ୟୁଜ ) ୨୯-୦୫-୨୦୨୫ : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ , କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ ଓ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ସାକ୍ଷୀଗୋପାଳଠାରେ ବୃକ୍ଷରୋପଣ ଓ ପଦଯାତ୍ରାରେ ଯୋଗ ଦେବା ସହିତ ଏକ କୃଷି ବିଜ୍ଞାନ କେନ୍ଦ୍ରର ଉଦଘାଟନ କରିଛନ୍ତି।