କଟକ (ଉତ୍କଳ ନ୍ୟୁଜ ) ୨୯-୦୫-୨୦୨୫ : ଭିଜିଲାନ୍ସ ହାଥ ରେ ଧରାପଡ଼ିଲେ ଗଣ୍ଡାନାଳି ରାଜସ୍ବ ନିରୀକ୍ଷକ | ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଗଣ୍ଡାନାଳି ରାଜସ୍ବ ନିରୀକ୍ଷକ ଶଶିଭୂଷଣ ବେହେରା ଭିଜିଲାନ୍ସ ହାଥ ରେ ଧରା ପଡିଛନ୍ତି | ତାଙ୍କ ପାଖ ରେ ବେନିୟମ ଭାବେ କାର୍ଯ୍ୟ କରୁଥିବା ନକଲି ପିଅନ ବିଷ୍ଣୁ ବ୍ଳହବ ଖଟୁଆ ଙ୍କ ମାଧ୍ୟମ ରେ ଲଂଚ ଟଙ୍କା କାରବାର ହେଉଥିବା ଅଭିଯୋଗ ରେ ତାଙ୍କୁ ମଧ୍ୟ ଭିଲାଇନ୍ସ ଉଠାଇ ଆଣି ପଚରାଉଚର କରୁଛି | ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ ଗଣ୍ଡାନାଳି ରାଜସ୍ବ ନିରୀକ୍ଷକ ଶଶିଭୂଷଣ ବେହେରା ୪ ତି ମ୍ୟୁଟେସନ କେଶ ର ଇନକ୍ୱାରୀ ରିପୋର୍ଟ ଦେବା ଲାଗି ୬୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଢେଙ୍କାନାଳ ଭିଜିଲାନ୍ସ ହାଥ ରେ ଧରା ପଡିଛନ୍ତି |