କଟକ କୋରକରା ଦେବିନଦୀ ରୁ ବେଆଇନ୍ ବାଲି ଚାଲାଣ |

336

କଟକ (ଉତ୍କଳ ନ୍ୟୁଜ ) ୩୧-୫-୨୦୨୫ : ବନ୍ଦ ଥିବା ବାଲିଘାଟ ରୁ ଚାଲିଛି ବେଆଇନ ବାଲି ଚାଲାଣ | ଗତ କିଛି ଦିନ ହେବ ପ୍ରଶାସନ ଅଚଳ କରି ପକେଇ ଥିବା ବେଆଇନ ବାଲି ଘାଟ ରୁ ଏବେ ବାଲି ଚାଲାଣ ନିର୍ଦ୍ଵନ୍ଦରେ ରେ ଚାଲିଛି। ଏହି ବାଲି ଘାଟ କୁ ସରକାରଙ୍କ ଦ୍ଵାରା ଅନୁମତି ଦିଆଯାଇଛି କି ନାହିଁ ଏହା କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ସୃଷ୍ଟି ହୋଇଛି | କାରଣ ବନ୍ଦ କରା ଯାଇଥିବା ସେଇ ବାଲି ଘାଟରେ ବିଗତ ବହୁଦିନ ଧରି ଗୋଟିଏ ଲୋଡର ମେସିନ ଅଛି ଓ ଏକ ଅଫିସ ଘରେ କିଛି ବାହାର ଲୋକ ଚଳପ୍ରଚଳ କୁ ଗ୍ରାମ ଲୋକେ ସନ୍ଦେହ କରୁଛନ୍ତି | କଟକ କୋରକରା ରୁ ପ୍ରଦ୍ୟୁମ୍ନ ନାୟକ ଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ |