୩ ଯୁବକ ଙ୍କୁ ଧକ୍କା ଦେଲା ଟ୍ରକ !

61

କଟକ (ଉତ୍କଳ ନ୍ୟୁଜ ) ୧୪-୦୬-୨୦୨୫ : ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ୩ ଯୁବକ ମୃତ | ଏଭଳି ଦୁଖଦଃ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଠାକୁରଡିହ ବୁଲାଣି ଛକ ଠାରେ | ଏକ ଅଜଣା ଗାଡି ଧକ୍କା ରେ ୩ ଜଣ ଙ୍କ ର ମୃତ୍ୟୁ ଘଟିଛି | ମୃତକ ମାନେ ହେଲେ ବିଭୁ ବାରିକ (୧୫ ) ସନତ ନାୟକ (୨୧ ) ଓ ବାଦଲ ନାୟକ (୨୨ ) | ଏହି ତିନି ଯୁବକ ଶୁଆକାଟି ପଟୁ କେନ୍ଦୁଝର ଅଭିମୁଖ ଯାଉଥିଲେ ବିପରୀତ ଦିଗ ରୁ ଆସୁଥିବା ଟ୍ରକ ଧକ୍କା ଦେବା ରୁ ତିନିଜଣ ରାସ୍ତା ରେ ଛିଟିକି ପଡ଼ିଥିଲେ ଘଟଣା ସ୍ଥଳ ରେ ୧ ଜଣଙ୍କ ର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲେ ହେଁ ସେଠାରେ ୨ ଜଣଙ୍କ ମୃତ୍ୟୁ ଘଟିଛି |