ବି.ଜେ.ପି ଜିଲ୍ଲା ସଭାପତି ଶ୍ରୀ ସୁକାନ୍ତ ବିଶ୍ୱାଳଙ୍କ ନେତୃତ୍ବରେ କଂଗ୍ରେସ ବିରୁଦ୍ଧରେ ନାରାବାଜି ଓ କୁଶ ପୁତ୍ତଳିକା ଦାହ |

35

‍‌ କଟକ ତା୨୨.୦୭ .୨୦୨୫ ରିଖ ଭାରତୀୟ ଜନତା ପାର୍ଟି କଟକ ବି.ଜେ.ପି ଜିଲ୍ଲା ସଭାପତି ଶ୍ରୀ ସୁକାନ୍ତ ବିଶ୍ୱାଳ ଙ୍କ ନେତୃତ୍ବରେ ବାରବାଟି କଟକ କଂଗ୍ରେସ ବିଧାୟିକା ରାଜ୍ୟ ର ଜନପ୍ରିୟ ଲୋକାଭିମୁଖୀ ମୋହନ ସରକାର ଙ୍କ ବିରୁଦ୍ଧରେ ସଦା ବିଷୋଦଗାର କରୁଥିବା ବେଳେ ସମ୍ପ୍ରତି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଙ୍କ ଘୃଣ୍ୟ କାର୍ଯ୍ୟ କୁ ନିନ୍ଦା କରିବା ବଦଳରେ ଛାତ୍ର ନେତା ଙ୍କ ଏତାଦୃଶ କାର୍ଯ୍ୟ ପ୍ରତି ନିରବ ସମର୍ଥନ ବିରୁଦ୍ଧରେ ଆଜି ଅପରାହ୍ନ ୬ଘଟିକାରେ ବକ୍ସିବଜାର ଛକରେ ଭାଜପା କଟକ ଜିଲ୍ଲା ତରଫରୁ କଂଗ୍ରେସ ର ଦୋମୁହାଁ ନୀତି ର ମୁଖା ଖୋଲିବା ପାଇଁ ଏକ ପଥପ୍ରାନ୍ତ ସଭା ଏବଂ ବାରବାଟି କଟକ ର ବିଧାୟିକା ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ଏହି ସଭାରେ ବରିଷ୍ଠ ନେତା ଶ୍ରୀ ନୟନ କିଶୋର ମହାନ୍ତି, ଲଲାଟେନ୍ଦୁ ବଡୁ,ରବି ମିଶ୍ର, ଭାଗିରଥି ଦଳେଇ,ରତନ ମହାନ୍ତି, ନମିତା ମିଶ୍ର, ଚିରଞ୍ଜିବୀ ଖଣ୍ଡାୟତରାୟ,ଦିପକ ଦାସ, ଲକ୍ଷ୍ମୀଧର ବେହେରା, ମହମ୍ମଦ ସବୀର,ଦିପ୍ତି ସ୍ୱାଇଁ, ମଧୁସ୍ମିତା ପ୍ରଧାନ, ପ୍ରମୋଦ ସାହୁ, ସ୍ୱାଧୀନ ମହାନ୍ତି,ସୂରଜ ଦାସ,ଶୁଭମ ସ୍ୱାଇଁ, ସ୍ମୃତି ରଞ୍ଜନ ମିଶ୍ର, ଅମ୍ବିକା ସାମଲ,ମିଲନ୍ ରାଉତରାୟ, କଳ୍ପନା ବେହେରା,ମନଜିତ୍ ଦାସ, ସୁକାନ୍ତି ମିଶ୍ର, ପ୍ରଶାନ୍ତ ଦାସ,ହରିପ୍ରିୟା ଧଳ,ସଞ୍ଜିବ ରଣା, ପୁଷ୍ପଲତା ଲେଙ୍କା, ସୋମ୍ୟରଞ୍ଜନ ପଲେଇ , ଜଗଦାନନ୍ଦ ତ୍ରିପାଠୀ, ଅଶୋକ ସାହୁ,ଶରତ ଧଳ, ହରିଚନ୍ଦନ ନାୟକ,ଶିଳ୍ପା ଗୋସ୍ୱାମୀ, ଅନୀଲ ଦଳେଇ, ଆଶିଷ ମହାନ୍ତି, ସୁନୀତା ଦେବତା, ମନୋରଞ୍ଜନ ସାହୁ, ରଶ୍ମିତା ବାଲି, ସ୍ୱର୍ଣ୍ଣଲତା ସେଠୀ,ପୃଥିରାଜ ସ୍ୱାଇଁ, ଧୀର ମହାନ୍ତି, ସୁଶାନ୍ତ ପାତ୍ର, ସଞ୍ଜୟ ସାଓ, ଜଗନ୍ନାଥ ପରିଡ଼ା, ଚନ୍ଦନ ସିଂ, ସୂର୍ଯ୍ୟ ସ୍ନାନ ବିଶ୍ୱାଳ, ସତ୍ୟଜିତ ଦାସ, ରାକେଶ ଦଳେଇ, କାମାକ୍ଷା ମିଶ୍ର, ବିଶ୍ୱଜିତ ପ୍ରଧାନ, ସତ୍ୟଜିତ ସାହୁ ଏବଂ ମାନସ ମହାନ୍ତି ଉପସ୍ଥିତ ଥିଲେ।