କଟକ (ଉତ୍କଳ ନ୍ୟୁଜ ) ୨୧-୦୮-୨୦୨୫ : ଆମ ବସ ରେ ଅଗ୍ନିକାଣ୍ଡ | ଅଳ୍ପକେ ବର୍ତ୍ତୀଲେ ଯାତ୍ରୀ | ୧୬ ନଂ ଏନ ଏଚ ଗଡ଼ ଖୋର୍ଦ୍ଧା ଛକରେ ଆମ ବସ୍ ଲାଗିଲା ନିଆଁ | ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ କର୍ମଚାରୀ ଓ ଯାତ୍ରୀ | ବସ୍ଟି ଭୁବନେଶ୍ବର ଭରତପୁରରୁ ଖୋର୍ଦ୍ଧା ଯାଉଥିଲା | ନିଆଁ ଲାଗିବା ଦେଖି ସମସ୍ତେ ବସ୍ରୁ ବାହାରି ପଡ଼ିଥିଲେ | ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି ଅନୁମାନ କରାଯାଉଛି |