ଟ୍ରମ୍ପ ଙ୍କୁ ଜିନପିଙ୍ଗ ଙ୍କ କଡା ଜବାବ |

26

କଟକ,(ଉତ୍କଳ ନ୍ୟୁଜ),୪.୦୯.୨୦୨୫ : ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବେଞ୍ଜିଙ୍ଗର ତିଆନମେନ ସ୍କୋୟାରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ୮୦ ତମ ବାଶଶିକି ଉପଲକ୍ଷେ ବିଜୟ ଦିବସ ପରେଡରେ ଆମେରିକା ରାଷ୍ଟ୍ରପତି ଡୋନାଲଟ୍ରମ୍ପଙ୍କ ଉଦେଶ୍ୟରେ କଡା ବାର୍ତ୍ତା ଦେଇଛନ୍ତି | ଜିନପିଙ୍ଗ କହିଛନ୍ତି , ବିଶ୍ୱ କେବେବି "ଜଙ୍ଗଲୀ ଆଇନ " ଅନୁସରଣ କରିବା ଉଚିତ ନୁହଁ କି କେବେବି ଏହି ନିୟମକୁ ଫେରିବ ନାହିଁ |ଏହି ବୟାନ କୁ ଟ୍ରମ୍ପ ଙ୍କ ବାଣିଜ୍ୟ ଓ ସାମରିକ ନୀତି ଉପରେ ଏହା ଜିନପିଙ୍ଗ ଙ୍କ ବଡ଼ ଆକ୍ରମଣ ବୋଲି ବିଶ୍ଳେଷଣ କରାଯାଉଛି |ଏହି ଐତିହାସିକ ବିଜୟ କୁ ସ୍ମରଣ କରିବା ସହ ଦେଶର ସାମରିକ ଶକ୍ତି ପ୍ରଦର୍ଶନ କରିଛନ୍ତି