ବରିଷ୍ଠ କଂଗ୍ରେସ ନେତା ମହେଶ ଚନ୍ଦ୍ର ପାଟଙ୍କ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା।

152

କଟକ (ଉତ୍କଳ ନ୍ୟୁଜ ) ୩-୦୩-୨୦୨୫ : ବରିଷ୍ଠ କଂଗ୍ରେସ ନେତା ମହେଶ ଚନ୍ଦ୍ର ପାଟଙ୍କ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇ ଯାଇଛି।ସରପଞ୍ଚଙ୍କ ପ୍ରତିନିଧି ସୁଧାଂଶୁ ମହାଳିକ ପୌରହିତରେ ମୁକୁନ୍ଦପୁର ପଞ୍ଚାୟତ କାର୍ଯ୍ୟଳୟରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳୀ ସଭାରେ ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ସରୋଜ ଦାସ, ବାରୋ ସରପଞ୍ଚ ଉଦ୍ଧବ ଚରଣ ନାୟକ, ତାଳପଦା ସମିତି ସଭ୍ୟ ଚିନ୍ତାମଣି ଦାସ, ସୁରେଶ ମହାପାତ୍ର, ଗଣେଷ ପ୍ରସାଦ ନାୟକ, ପୂର୍ବତନ ସରପଞ୍ଚ ଅଜୟ ରାଉତ, ପୂର୍ବତନ ସମିତି ସଭ୍ୟ ଉମାକାନ୍ତ ଦାସ, କମଳାକାନ୍ତ ସ୍ୱାଇଁ, ପିତାମ୍ବର ସେଠୀ, କେଶବ କୁଣ୍ଡ, ହିମାଦ୍ରି ରାଉତରାୟ, ଉମାକାନ୍ତ ଦାସ, ଗୋଲକ ବିହାରୀ ଦାସ, ବ୍ରଜ ସୁନ୍ଦର ବେହେରା, ଅଜିତ୍ କୁମାର ପାତ୍ର, ଶ୍ରୀକାନ୍ତ ପଣ୍ଡା, ସରୋଜ ନାୟକ, ବିଜୟ ତ୍ରିପାଠୀ, ଆନନ୍ଦ ଶଙ୍କର ଦାସ ପ୍ରମୁଖ ଯୋଗଦାନ କରି ଶ୍ରଦ୍ଧାଞ୍ଜଳୀ ଦେବାସହ ସ୍ମୃତି ଚାରଣ କରିଥିଲେ। ଅନ୍ୟମାନଙ୍କ ଆରସା ସମବାୟ ସମିତିର ସମ୍ପାଦକ ମଧୁସୂଦନ ବେହେରା, ତ୍ରିଲୋଚନ ଗୌତମ୍, ପଦ୍ମଲୋଚନ ପତି, ସରୋଜ ରାଉତ, ମୁକ୍ତିକାନ୍ତ ଦାସ ଓ ପବିତ୍ର ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ। ତିହିଡିରୁ ସଂଜୟ ଦାସଙ୍କ ରିପୋର୍ଟ ଉତ୍କଳ ନ୍ୟୁଜ ।