ଯୁକ୍ତ ୩ ଆଡ଼ମିସନ ପାଇଁ କଟ ଅଫ ମାର୍କ ପ୍ରକାଶିତ |

25

କଟକ (ଉତ୍କଳ ନ୍ୟୁଜ ) ୧୩ -୦୬-୨୦୨୫ : ଯୁକ୍ତ ୩ ଆଡ଼ମିସନ ପାଇଁ କଟ ଅଫ ମାର୍କ ପ୍ରକାଶିତ ହୋଇଛି | ଯୁକ୍ତ ୩ ଆଡ଼ମିସନ ପାଇଁ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ପ୍ରକାଶ ପାଇଛି ରେଭେନ୍ସା ବିଶ୍ୱ ବିଦ୍ୟାଳୟ ରାଜନୀତି ବିଜ୍ଞାନ ପାଇଁ କଟ ଅଫ ମାର୍କ ୯୨.୮୦ ପ୍ରତିଶତ , ଫିଜିକ୍ସ ରେ ୯୩.୬୭ , ଯୁଲୋଜି ରେ ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟ ରେ ୯୦.୫୦ , ବିଜେବି କଲେଜ କମ୍ପୁଟର ସାଇନ୍ସ ରେ ୮୮.୮୩ ପ୍ରତିଶତ ରହିଛି |