ସିପି ରାଧାକ୍ରିଷ୍ଣନ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ |

15

କଟକ ( ଉତ୍କଳ ନ୍ୟୁଜ ) ୯-୯-୨୦୨୫ : ସିପି ରାଧାକ୍ରିଷ୍ଣନ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ | ଏନଡିଏ ପ୍ରାର୍ଥୀ ସିପି ରାଧାକ୍ରିଷ୍ଣନ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ ଇଣ୍ଡିଆ ଗଠବନ୍ଧନ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଭୋଟରେ ହରାଇ ବିଜୟୀ ହୋଇଛନ୍ତି। ରାଧାକ୍ରିଷ୍ଣନ ୪୫୨ଟି ପ୍ରଥମ ପସନ୍ଦ ଭୋଟ ପାଇଥିବା ବେଳେ ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ ମିଳିଛି।